Small Commercial Vehicles
Tata ଇଣ୍ଟ୍ରା | V10
TATA Intra ହେଉଛି ଏହି ରେଞ୍ଜ୍ର ପିକ ଅପ୍ ଯାହାକି ବ୍ୟବସାୟୀ ଗାଡିଙ୍କ ମଧ୍ୟରେ TML ର 'ସ୍ୱତନ୍ତ୍ର ମଜଭୁତ‘ ଚିନ୍ତାଧାରା ଉପରେ ଆଧାର କରି ପ୍ରସ୍ତୁତ କରାଯାଇଛି, ଏହା ଅଧିକ ସୁନ୍ଦର ଏବଂ ଆକର୍ଷଣୀୟ ହେବା ସଙ୍ଗେ ସଙ୍ଗେ ଯୁଗଉପଯୋଗୀ ଭାବରେ ମଜଭୁତ ଏବଂ ବିଶ୍ୱାସଯୋଗ୍ୟ ଅଟେ । Intra V10 ଏହି କଷ୍ଟୁମର୍ଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ଅପେକ୍ଷାକୃତ ଭଲ ସଡକରେ ଏବଂ ଅପେକ୍ଷାକୃତ ମୁଖ୍ୟ ପ୍ରୟୋଗ ସହିତ ଗାଡିକୁ ଚଳାଇବେ ।
NA
ଜିଡବ୍ଲୁଭି
NA
ଇନ୍ଧନ ଟାଙ୍କି କ୍ଷମତା
NA
ଇଞ୍ଜିନ
ଉନ୍ନତ ମାଇଲେଜ୍ ଏବଂ ଉତ୍ତମ ପିକ୍ ଅପ୍ ସହିତ ଅଧିକ ରୋଜଗାର କରନ୍ତୁ

- ବଡ ଲୋଡିଙ୍ଗ୍ ଏରିଆ 2512 ମିମି x 1603 ମିମି (8.2 ଫୁଟ୍ x 5.3 ଫୁଟ୍)
- 165 R 14 ଟାୟାର୍ (14-ଇଞ୍ଚ ରାଡିଆଲ୍ ଟାୟାର)
- ମଧ୍ୟମ ଭାବରେ ହେଭି ଏବଂ ବହୁତ ଲୋଡ୍ ଏବଂ ଭିନ୍ନ ଭୂଖଣ୍ଡ ପାଇଁ ଅନୁକୂଳ

- 2 ସିଲିଣ୍ଡର୍ 798cc DI ଇଞ୍ଜିନ୍
- 33 kW (44 HP) ପ୍ୱାୱାର୍ @ 3 750 r / ମିନିଟ୍
- 110 Nm ଟର୍କ @ 1750 - 2500 r / ମିନିଟ୍
- ଗଠନଗତ ଅଧିକ ମଜଭୁତ,ଅଧିକ ଦୀର୍ଘସ୍ଥାୟୀ ଏବଂ ନ୍ୟୁନ NVH ସ୍ତର

- ଲିଫ୍ ସ୍ପ୍ରିଙ୍ଗ୍ ସସ୍ପେନସନ୍ (ଫ୍ରଣ୍ଟ ରେ 6 ଲିଭ୍ ଏବଂ ରିଅର୍ ରେ 7 ଲିଭ୍ )
- ଉଚ୍ଚ ଗ୍ରାଉଣ୍ଡ୍ କ୍ଲିଅରାନ୍ସ୍ : ଖରାପ ସଡକରେ ମଧ୍ୟ ସ୍ଥିରତା ପାଇଁ 175 ମିମି
- ଉଚ୍ଚ ଗ୍ରେଡିବିଲିଟି : ଚଢାଇ ଘାଟ ରୋଡ୍ ଏବଂ ଫ୍ଲାଏଓଭର ରେ ସହଜ ରାଇଡ୍ ପାଇଁ 43% ଗ୍ରେଡିବିଲିଟି

- କେବିନ୍ରେ ଚଳାଚଳ ପାଇଁ ପ୍ରଶସ୍ତ ଯାଗା : D+2 ସିଟିଙ୍ଗ୍ ବନ୍ଦୋବସ୍ତ
- ଇଲେକ୍ଟ୍ରିକ୍ ପାୱାର ଆସିଷ୍ଟେଡ୍ ଷ୍ଟିଅରିଙ୍ଗ୍
- ଅଧିକ ନିୟନ୍ତ୍ରଣ : 4.75 ମିମି ର ଛୋଟ ଟର୍ନ୍ନିଙ୍ଗ୍ ସର୍କଲ୍
- ସହଜ ସିଟି ଟ୍ରାଫିକ କିମ୍ୱା ଲମ୍ବା ଦୂରତା ପାଇଁ ସହଜ

- ଗିଅର୍ ସିଫ୍ଟ୍ ଆଡଭାଇଜର୍
- ଇକୋ ସ୍ୱିଚ୍
- ଅଧିକ ଇନ୍ଧନ ଦକ୍ଷତା : ଦୁଇଟି ଡ୍ରାଇଭିଙ୍ଗ୍ ମୋଡ୍ ECO ଏବଂ NORMAL
- ଅଧିକ ସଞ୍ଚୟ : ଅଳ୍ପ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ମୋଟ କାର୍ଯ୍ୟଜୀବନ ଅଧିକ

- ଯିବା-ଆସିବା ସମୟ କମ, ତେଣୁ ଅଧିକ ଟ୍ରିପ୍ ଯୋଗୁଁ ଅଧିକ ଆୟ ହୋଇଥାଏ
- ଅପେକ୍ଷାକୃତ ଭଲ ସଡକ ଏବଂ ମୁଖ୍ୟ ପ୍ରୟୋଗ ସ୍ଥଳରେ ମୂତୟନ ପାଇଁ ଅନୁକୂଳ

- 2 ବର୍ଷ ଷ୍ଟାଣ୍ଡାର୍ଡ ୱାରେଣ୍ଟି କିମ୍ୱା 72,000 କିମି
- 24-ଘଣ୍ଟା ଟୋଲ୍-ଫ୍ରି ହେଲ୍ପ୍ଲାଇନ୍ ନମ୍ବର . (1800 209 7979)
- ମାନସିକ ଶାନ୍ତି : TATA ସମର୍ଥ ଏବଂ ସମ୍ପୁର୍ଣ୍ଣ ସେବା ପ୍ୟାକେଜ୍
ଇଞ୍ଜିନ
ଟାଇପ୍ | - |
ପାୱାର | - |
ଟର୍କ | - |
ଗ୍ରେଡେବିଲିଟି | - |
କ୍ଲଚ୍ ଏବଂ ଟ୍ରାନ୍ସମିସନ
ଗିଅର୍ ବକ୍ସ ଟାଇପ୍ | - |
ଷ୍ଟିୟରିଂ | - |
ସର୍ବାଧିକ ବେଗ ଘଣ୍ଟା ପ୍ରତି | - |
ବ୍ରେକ୍ସ
ବ୍ରେକ୍ସ | - |
ରିଜେନେରେଟିଭ୍ ବ୍ରେକ୍ | - |
ସସ୍ପେନ୍ସନ୍ ଫ୍ରଣ୍ଟ | - |
ସସପେନ୍ସନ୍ ରିଏର | - |
ଚକ ଏବଂ ଟାୟାର
ଟାୟାରtd> | - |
ଯାନ ପରିମାପ (ମିମି)
ଦୈର୍ଘ୍ୟ | - |
ପ୍ରସ୍ଥ | - |
ଉଚ୍ଚତା | - |
ହୁଇଲବେସ | - |
ଫ୍ରଣ୍ଟ ଟ୍ରାକ୍ | - |
ପଛ ଟ୍ରାକ୍ | - |
ଗ୍ରାଉଣ୍ଡ କ୍ଲିୟରାନ୍ସ | - |
ମିନ୍ ଟିସିଆର | - |
ଓଜନ (କେଜି)
ଜିଭିଡବ୍ଲୁ | - |
ପେଲୋଡ୍ | - |
ବ୍ୟାଟେରୀ
ବ୍ୟାଟେରୀ କେମିଷ୍ଟ୍ରି | - |
ବ୍ୟାଟେରୀ ଶକ୍ତି (କେଡବ୍ଲୁଏଚ) | - |
ଆଇପି ରେଟିଂ | - |
ସାର୍ଟିଫାଏଡ୍ ରେଞ୍ଜ | - |
ଧୀର ଚାର୍ଜିଂ ସମୟ | - |
ଦ୍ରୁତ ଚାର୍ଜିଂ ସମୟ | - |
କାର୍ଯ୍ୟଦକ୍ଷତା
ଗ୍ରାଡେବିଲିଟି | - |
ବସିବା ଏବଂ ୱାରେଣ୍ଟି
ସିଟ୍ | - |
ୱାରେଣ୍ଟି | - |
ବ୍ୟାଟେରି ୱାରେଣ୍ଟି | - |
ସମ୍ପୃକ୍ତ ଯାନ

Tata Intra V20
2265
ଜିଡବ୍ଲୁଭି
35/5 L CNG Cylin ... 35/5 L CNG Cylinder Capacity- 80 L(45L+35L)
ଇନ୍ଧନ ଟାଙ୍କି କ୍ଷମତା
1199 cc
ଇଞ୍ଜିନ

Tata Intra V20 Gold
2550 Kg
ଜିଡବ୍ଲୁଭି
Petrol Fuel Tank ... Petrol Fuel Tank - 35L / CNG Cylinder - 80 L(45L+35L and 35L)
ଇନ୍ଧନ ଟାଙ୍କି କ୍ଷମତା
1199 CC NGNA CNG Eng ... 1199 CC NGNA CNG Engine
ଇଞ୍ଜିନ
NEW LAUNCH
